Masthead

ତୁୁଟୁନି ଆମ ଆଦମୀ ପାର୍ଟି-ଦିଲ୍ଲୀ ଉପରାଜ୍ୟପାଳଙ୍କ ବିବାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ତୁୁଟୁନି ଆମ ଆଦମୀ ପାର୍ଟି-ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ । ଆଜି ପୁଣି ଆପକୁ ଝଟକା ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ଆମ୍‌ ଆଦ୍‌ମୀ ପାର୍ଟି’ ଦ୍ୱାରା ମନୋନୀତ ହୋଇଥିବା ଦୁଇଜଣ ପ୍ରତିନିଧିଙ୍କୁ ଆଜି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା ପ୍ରାଇଭେଟ୍‌ ପାୱାର୍‌ ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନି ଡିସ୍‌କମ୍‌ସ୍‌ ବୋର୍ଡରୁ ବାହାର କରିଦେଇଛନ୍ତି। ବୋର୍ଡରୁ ବିଦା ହୋଇଥିବା ବ୍ୟକ୍ତି ଦୁଇଜଣ ହେଉଛନ୍ତି, ଆପ୍‌ ମୁଖପାତ୍ର ଜାସ୍ମିନ୍‌ ଶାହ, ଏବଂ ଆପ୍‌ ସାଂସଦ ଏନ୍‌.ଡି. ଗୁପ୍ତାଙ୍କ ପୁଅ ନବୀନ ଏନ୍‌.ଡି. ଗୁପ୍ତା।

ସେମାନଙ୍କ ସ୍ଥାନରେ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ଡିସ୍‌କମସ୍‌ରେ ଏବେ ଅର୍ଥ ସଚିବ ଓ ଶକ୍ତି ସଚିବ ତଥା ଦିଲ୍ଲୀ ‘ଟ୍ରାନ୍‌ସ୍କୋ’ର ପରିଚାଳନା ନିର୍ଦେଶକ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିବେ। ବମ୍ବେ ସବ୍‌ଅର୍ବାନ୍‌ ଇଲେକ୍ଟ୍ରିକ୍‌ ସପ୍ଲାଏ’, ଯମୁନା ପାୱାର୍‌ ଲିମିଟେଡ୍‌, ବୋଙ୍ଗାଇଗାଓଁ ରିଫାଇନେରି ଏବଂ ଅନୀଲ୍‌ ଅମ୍ବାନୀଙ୍କ ମାଲିକାନାରେ ଥିବା ପେଟ୍ରୋକେମିକାଲ୍‌ସ୍‌ ଲିମିଟେଡ୍‌ ପ୍ରମୁଖ ସଂସ୍ଥା ଏହି ଡିସ୍‌କମସ୍‌ରେ ଅଛନ୍ତି।
ସେପଟେ ଏହା ସମ୍ପୂର୍ଣ୍ଣ ବେଆଇନ୍‌ ଥିଲା ବୋଲି ଉପରାଜ୍ୟପାଳ ଦର୍ଶାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା