Masthead

ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ବାପା

ଭଦ୍ରକ (ବଡ଼ ଖବର ବ୍ୟୁରୋ):  ନୃଶଂସ ସ୍ୱାମୀ । ସ୍ତ୍ରୀ ଓ ପୁଅକୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ । ଏକ ଭଡା ଘରୁ ମାଆ ଓ ପୁଅର ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିବାରିକ କଳହରୁ ମାଆ ଓ ପୁଅକୁ ବାପା ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅଭିଯୁକ୍ତ ହେଲେ ଉମେଶ ନାୟକ । ହତ୍ୟା କରି ଉମେଶ ଫେରାର ହୋଇଯାଇଥିଲେ । ପରେ ପୋଲିସ ଖୋଜାଖୋଜି କରି ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ଘର ବନ୍ତ ଅଞ୍ଚଳରେ ହୋଇଥିବାବେଳେ ସେମାନେ କୁଶଗଡିଆରେ ଭଡାରେ ରହୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ