ଭୟରେ କାଶ୍ମୀର ଛାଡ଼ି ଜମ୍ମୁ ମୁହାଁ ପଣ୍ଡିତ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କାଶ୍ମୀରରେ ହିଂସା ବଢିବାରେ ଲାଗିଛି । ନିକଟରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣରେ ଭୟରେ ଅଛନ୍ତି ଲୋକେମାନେ । ଖାସ କରି କାଶ୍ମୀରର ପଣ୍ଡିତମାନେ ଭୟରେ ନିଜ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଜମ୍ମୁ-କାଶ୍ମୀର ପ୍ରଶାସନର ସୁରକ୍ଷା ପ୍ରତିଶ୍ରୁତିକୁ ଭରସା କରିପାରୁନାହାନ୍ତି କାଶ୍ମୀର ପଣ୍ଡିତ। ଜମ୍ମୁ -କାଶ୍ମୀର ପ୍ରଶାସନ ଏବଂ ବିଭିନ୍ନ ଆଞ୍ଚଳିକ ଦଳର ଅନୁରୋଧ ସତ୍ତ୍ବେ ଅନେକ ସଂଖ୍ୟାରେ କାଶ୍ମୀର ପଣ୍ଡିତ‌ କେବଳ ଅଫିସ୍‌ ଯିବା ବନ୍ଦ କରିଦେଇ ନାହାନ୍ତି।

ଏଥିସହ ସେମାନେ କାଶ୍ମୀର ଛାଡ଼ି ଜମ୍ମୁ ଆଡ଼କୁ ମୁହାଁଇଛନ୍ତି। ମତ୍ତନ କଲୋନିରେ ରହୁଥିବା ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି, ଦଶନ୍ଧି ଧରି ସେ ଏହି ଶିବିରରେ ରହିଛନ୍ତି। କିନ୍ତୁ ସେ କେବେ ବି ଏତେ ଭୟ କରିନାହାନ୍ତି। ଏବେ ତାଙ୍କୁ ଖୁବ୍‌ ଭୟ ଲାଗୁଥିବା ସେ କହିଛନ୍ତି। ତାଙ୍କ ମତରେ ସରକାର ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି, ୬୦-୭୦ ପ୍ରତିଶତ ପଣ୍ଡିତ କାଶ୍ମୀର ଛାଡ଼ି ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ ଯାଇ ସାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ