Masthead

୨୦୨୧ ମସିହା କ୍ୟାଲେଣ୍ଡର ଏହି ମସିହା କ୍ୟାଲେଣ୍ଡର ସହ ସମାନ, ଜାଣନ୍ତୁ

ଭୁବନେଶ୍ୱର(ବଡ଼ ଖବର): ୨୦୨୧ରେ ପାଦ ଦେଇଛି ସାରା ବିଶ୍ୱ । ଗତ ବର୍ଷ କରୋନାରେ ଜୁଝି ହେଉଥିବା ପୃଥିବୀ ଏହାରି ଭିତରେ ନୂଆ ଆଶା, ନୂଆ ସମ୍ଭାବନା ନେଇ ଆଗକୁ ବଢୁଛି । ହେଲେ ଯାହା କୁହାଯାଉଛି ୧୯୬୫, ୧୯୭୧, ଏବଂ ୧୯୯୧ କ୍ୟାଲେଣ୍ଡର ବର୍ଷ ସହ କୁଆଡେ ୨୦୨୧ ମସିହାଟି ସମାନ ରହିଛି । ଯଦି ସମାନ ହୁଏ ତାହେଲେ ଭାରତ ପାଇଁ ସଂସୟ ବଢିପାରେ । କିନ୍ତୁ ସେଭଳି କିଛି ନହେଉ ଆମେ ଚାହୁଁଛୁ । କାହିଁକିନା ୧୯୬୫ ମସିହା ଭାରତ-ଚୀନ ଯୁଦ୍ଧ ଓ ୧୯୭୧ରେ ପିଓକେ କଥା ସମସ୍ତଙ୍କୁ ଜଣା ।ଏହାସହ ୧୯୯୧ରେ ଯଦି ଦେଖିବା ଆମ ରାଜ୍ୟ ମହାବାତ୍ୟା ଭଳି ମହା ବିପତ୍ତିକୁ ସାମ୍ନା କରିଥିଲା । ଯାହାକୁ ମନେ ପକେଇବା କ୍ଷଣି ଆଖି ଜକେଇ ଆସେ । ସେମିତି କିଛି ନ ହେଉ ଏହି ବର୍ଷ । ଏ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ଏହା ଆମେ ଆଶା କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ