Masthead

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏଫଆଇଆର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏଫଆଇଆର । ବେଆଇନ କାର୍ଯ୍ୟ ପାଇଁ ବିଜେପି ଛାଡିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ନୀଳଗିରି ଥାନା ଏଫଆଇଆର । ସରକାରୀ ଲୋଗୋକୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରିବା ସୁକାନ୍ତଙ୍କ ପାଇଁ ପଡିଲା ମହଙ୍ଗା । ଦଳୀୟ କାର୍ୟ୍ୟରେ ସରକାରୀ ଲୋଗୋ ବ୍ୟବହାର କରିବା ଅପରାଧ ଦର୍ଶାଇ ନୀଳଗିରି ଥାନରେ ଦେଲେ ଏଫଆଇଆର ।

ସେପଟେ ନୀଳଗିରି ଆସନକୁ ନେଇ ବଢୁଛି ଦ୍ଵନ୍ଦ । ବଡ଼ ଟେନସନରେ ବିଜେପି – ବିଜେଡି । ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡିବା ପରେ ବିଜେପି କୁ ଘାରିଛି ଚିନ୍ତା । ନୀଳଗିରି ଆସନରୁ ବିଜେପି କାହାକୁ କରିବ ପ୍ରାର୍ଥୀ ଖୋଜୁଛି ଚେହେରା । ନୀଳଗିରିରେ ଆଶାୟୀଙ୍କୁ କେମିତି ଥଇଥାନ କରିବ ଚିନ୍ତାରେ ବିଜେଡି । ସୁକାନ୍ତ ବିଜେଡିକୁ ଗଲେ ଯୁବ ନେତା ସନ୍ତୋଷ ଖଟୁଆଙ୍କ ଭାଗ୍ୟ ବିଧାନସଭା ନା ଲୋକସଭା ଯାହାକୁ ନେଇ ସନ୍ତୋଷ ଏବେ ଅସେନ୍ତାଷ ଦେଖାଥିବା ହେଉଛି ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ