Masthead

ସର୍ଟ ସର୍କିଟରୁ ନିଆଁ , ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ବାଲିଗୁଡା(ବଡ଼ ଖବର ବ୍ୟୁରୋ) : ସଟ୍ ସର୍କିଟ ଯୋଗୁଁ ମାଁ ପାଟଖଣ୍ଡ ଏଜେନ୍ସିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କିରାଣି ଜିନିଷ ନଷ୍ଟ । ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ କରି କିରାଣି ଜିନିଷ ଉଦ୍ଧାର କାର‌୍ୟ୍ୟ ଚାଲୁରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ।

ସୂଚନା ମୁତାବକ ବାଲିଗୁଡ଼ା ପାଟଖଣ୍ଡା ସାହିରେ ଥିବା ମାଁ ପାଟଖଣ୍ଡା ଏଜେନ୍ସିରେ ମଧ୍ୟ ରାତିରେ ଏସିରୁ ସଟ ସର୍କିଟ ହୋଇ ନିଆଁ ଲାଗିଥିବା କହିଛନ୍ତି ଅଗ୍ନିଶ୍ରମ ଇନ୍ସପେକ୍ଟର । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାର କଥା ସକାଳ ୫ଟା ସମୟରେ ସଫେଇ କାର‌୍ୟ୍ୟ କରୁଥିବା କର୍ମଚାରୀ ଜଣକ ବହୁତ ଜୋରରେ ଧୂଆଁ ବାହାରୁଥିବା ଦେଖି ଏଜେନ୍ସି ବୋର୍ଡରେ ଥିବା ମୋବାଇଲ ନୁମ୍ବରକୁ ଜଣେଇଥିଲେ ତାପରେ ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ଏ ପର୍ଯ୍ୟନ୍ତ ଗୋଦାମରେ ଥିବା ଧୂଆଁ ଭର୍ତ୍ତି ହେଉଥିବାରୁ ଦୋକାନି ଜିନିଷ ଉଦ୍ଧାର ହେବା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା