Masthead

ବଡ଼ ଖବର ପାଇଁ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ବଢ଼ିବାରେ ଲାଗିଛି ବଡ଼ ଖବର ପ୍ରତି ଲୋକଙ୍କ ଭଲ ପାଇବା ଓ ବିଶ୍ୱାସ । ସେମାନଙ୍କ ଆଶା ଲୋକଙ୍କ ଚ୍ୟାନେଲରେ ସବୁ ସତର ହେବ ଖୁଲାସା । ସେଥିପାଇଁ ତ ଏତେ କମ ସମୟରେ ବଡ଼ ଖବର ୨୪ଘଣ୍ଟିଆ ସାଟେଲାଇଟ ଚ୍ୟାନେଲକୁ ଆପଣେଇ ନେଇଛନ୍ତି ଜନତା । ଆଉ ଖୁସିରେ ବଡ଼ ଖବର ପାଇଁ କବିତା ଲେଖି ଆମ ପାଖକୁ ପଠାଇଛନ୍ତି । ଜୟପୁରରୁ ଆମ ଦର୍ଶକ ନିଧୀଙ୍କ ଏହି କବିତାଟି ପଢ଼ନ୍ତୁ…

 

କାହାର ବଡ଼ ଖବର ,
ତୁମର ନୁହଁ ବଡ଼ ଖବର ,
ମୁ ଜାଣିନି କିନ୍ତୁ ମୋର ହୋଇପାରେ ବଡ଼ଖବର ,
ତୁମେ କଣ ଜାଣିଥିଲ ତୁମର ହେବ ବଡ଼ ଖବର ,
ମୁଁ ତୁ ଆମେ ସବୁର ହୋଇପାରେ ବଡ଼ ଖବର ,

ବଡ଼ ଖବର ବୋଲି ବହୁତ୍ ଆଶା
ବଡ଼ ଖବର ହେବ କେବେ
ବଡ଼ ଖବର ଅପେକ୍ଷାରେ ଆମେ

ବଡ଼ ଖବର ଆସିବ ବୋଲି ସବୁ ଜଗିଛନ୍ତି
ବଡ଼ ଖବର ରେ ଖୋଲିବ ସବୁ ଖୁଲାସା
ବଡ଼ ଖବର ଆସିବ କେବେ ଆମ ଅପେକ୍ଷା

ବଡ଼ ଖବର ମାନେ କଣ
ବଡ଼ ଖବର ର ଖୁଲାସା

ବଡ଼ ଖବର ଖୋଲିବ
ବଡ଼ ଖବର ଦୁସିବ
ବଡ଼ ଖବର ଲୋକଙ୍କର
ବଡ଼ ଖବର ତୁମର ତାଙ୍କର ମୋର

ଆପଣଙ୍କ ଏହି ଭଲପାଇବା ନେଇ ଆଗକୁ ବଢ଼ି ଚାଲିଛି ବଡ଼ ଖବର । ଆପଣଙ୍କ ଭଲପାଇବା ଓ ବିଶ୍ୱାସ ହିଁ ଆଗକୁ ବଢ଼ିବାକୁ ଆମକୁ ଅଧିକ ପ୍ରେରଣା ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ