Masthead

କାହା ନାଁର ସିନ୍ଦୂର ପିନ୍ଧନ୍ତି ରେଖା?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସ୍ୱାମୀ ଆଉ କାହାର । କିନ୍ତୁ ଅନ୍ୟ ସ୍ୱାମୀଙ୍କ ପାଇଁ ସେ ପିନ୍ଧନ୍ତି ମୁଣ୍ଡରେ ସିନ୍ଦୂର । ଏବେ ବି ତାଙ୍କ ହୃଦୟରେ ରହୁଛି ଶତାବ୍ଦୀର ମହାନାୟକଙ୍କ ପାଇଁ ଭଲପାଇବା । ଆମେ କହୁଛୁ ଅଭିନେତ୍ରୀ ରେଖାଙ୍କ କଥା । ବଲିଉଡର ଶେହେନଶାହ ଅମିତାଭ ବଚ୍ଚନଙ୍କ ପାଇଁ ସେ ପିନ୍ଧନ୍ତି ସିନ୍ଦୂର । ଅମିତାଭ ବଚ୍ଚନ ଓ ରେଖାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇଥାଏ । ବିଭିନ୍ନ ସମୟରେ ରେଖାଙ୍କ ମଥାରେ ସିନ୍ଦୂର ପିନ୍ଧିଥିବାର ଦେଖିବାକୁ ମିଳିଥାଏ । ତେବେ ଯଦି ରେଖାଙ୍କ ସ୍ୱାମୀଙ୍କ ପରଲୋକ ହୋଇଛି ତେବେ ହିନ୍ଦୁ ସଂସ୍କୃତି ଅନୁସାରେ ସେ ସିନ୍ଦୂର କାହିଁକି ପିନ୍ଧନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାନ୍ତି ସିନେ ପ୍ରେମୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି