Masthead

ଜିଲ୍ଲାପାଳଙ୍କ ବଦଳି ଦାବି

ତିର୍ତୋଲ(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ବଦଳି ଦାବିରେ ଢ଼ିଙ୍କିଆରେ ଗ୍ରାମବାସୀଙ୍କ ମେଳି। ଚାଷୀଙ୍କ ଦୁର୍ବ୍ୟବାହାରକୁ ନେଇ ତେଜିଲା ଜନ ଅସନ୍ତୋଷ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଡ଼ୁଆ ବଢ଼ିବଢ଼ି ଚାଲିଛି। ୨୦୧୩ ମସିହାରେ ପୋସ୍କୋ ଜମି ଅଧିଗ୍ରହଣ ଅଫିସର୍ ଭାବେ କାର୍ଯ୍ୟ କରୁଥିବା ସମୟରେ ମହିଳା ମାନଙ୍କୁ ଦୁର୍ବ୍ୟବାହାର , ଛୋଟ ପିଲାମାନଙ୍କୁ ଟଣା ଘୋଷଡା କରିବା ସହ ଆନ୍ଦୋଳନ କାରିଙ୍କୁ ନିସ୍ତୁକ ମାଡ଼ ଦେଇଥିଲେ। ଆକ୍ରମଣରେ ଜଣେ ଯୁବକର ମୃତୁ ମଧ୍ୟ ହୋଇଥିଲା ।

ଏରସମା, କୁଜଙ୍ଗ ଏବଂ ବାଲିକୁଦାର ସମୁଦ୍ର କୂଳବର୍ତ୍ତି ଅଧିବାସୀ ଯିଏ ବ୍ୟାଙ୍କ୍ ଜରିଆରେ ଋଣଆଣି ଚିଙ୍ଗୁଡ଼ି ଚାଷ କରୁଛନ୍ତି ତାଙ୍କ ଠାରୁ ଜୋର୍ ଜବର୍ ଦସ୍ତ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା ସହ ନିୟମ ବାହାରେ ଫାଇନ ଆଦାୟ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଯାହାକୁ ନେଇ ଆଜି ତିର୍ତୋଲରେ ଚାଷୀଙ୍କୁ ର୍ଦୁବ୍ୟବହାର ନେଇ ଏରସମା ବ୍ଲକ୍ ଢ଼ିଙ୍କିଆରେ ଶତାଧିକ ମହିଳା ଏବଂ ପୁରୁଷ ଫୁଲ ଖାଇ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଛି। କୃଷକକୁ ଦୁର୍ବ୍ୟବାହାର କରିଥିବା ଜିଲ୍ଲାପାଳଙ୍କୁ ତୁରନ୍ତ ରାଜ୍ୟ ସରକାର ବଦଳି କରନ୍ତୁ ବୋଲି ଆନ୍ଦୋଳନକାରୀ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ