କାହା ନାଁର ସିନ୍ଦୂର ପିନ୍ଧନ୍ତି ରେଖା?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସ୍ୱାମୀ ଆଉ କାହାର । କିନ୍ତୁ ଅନ୍ୟ ସ୍ୱାମୀଙ୍କ ପାଇଁ ସେ ପିନ୍ଧନ୍ତି ମୁଣ୍ଡରେ ସିନ୍ଦୂର । ଏବେ ବି ତାଙ୍କ ହୃଦୟରେ ରହୁଛି ଶତାବ୍ଦୀର ମହାନାୟକଙ୍କ ପାଇଁ ଭଲପାଇବା । ଆମେ କହୁଛୁ ଅଭିନେତ୍ରୀ ରେଖାଙ୍କ କଥା । ବଲିଉଡର ଶେହେନଶାହ ଅମିତାଭ ବଚ୍ଚନଙ୍କ ପାଇଁ ସେ ପିନ୍ଧନ୍ତି ସିନ୍ଦୂର । ଅମିତାଭ ବଚ୍ଚନ ଓ ରେଖାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇଥାଏ । ବିଭିନ୍ନ ସମୟରେ ରେଖାଙ୍କ ମଥାରେ ସିନ୍ଦୂର ପିନ୍ଧିଥିବାର ଦେଖିବାକୁ ମିଳିଥାଏ । ତେବେ ଯଦି ରେଖାଙ୍କ ସ୍ୱାମୀଙ୍କ ପରଲୋକ ହୋଇଛି ତେବେ ହିନ୍ଦୁ ସଂସ୍କୃତି ଅନୁସାରେ ସେ ସିନ୍ଦୂର କାହିଁକି ପିନ୍ଧନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାନ୍ତି ସିନେ ପ୍ରେମୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ