Masthead

ସାଟେଲାଇଟ ଜନକଙ୍କୁ ଶୁଭେଚ୍ଛା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ରସିଦ୍ଧ ବୈଜ୍ଞାନିକ ଉଡୁପି ରାମଚନ୍ଦ୍ର ରାଓଙ୍କ ୮୯ ତମ ଜନ୍ମଦିନ । ଗୁଗୁଲ ମଧ୍ୟ ତାଙ୍କ ଜନ୍ମ ଦିବସକୁ ପାଳନ କରୁଛି । ଯିଏକି ଭାରତର ‘ସାଟେଲାଇଟ ମ୍ୟାନ’ ଭାବରେ ବେଶ ଜଣାଶୁଣା । ୧୯୩୨ ମସିହା ଆଜିର ଦିନରେ କର୍ଣ୍ଣାଟକର ଏକ ସୁଦୂର ଗାଁ ରେ ଜନ୍ମଗ୍ରହଣ କରିଥିଲୋ ।

୨୦୧୭ ରେ ମୃତ୍ୟୁବରଣ କରିଥିବା ପ୍ରଫେସର ରାଓ ଜଣେ ଭାରତୀୟ ମହାକାଶ ବିଜ୍ଞାନି ତଥା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO)ର ଚେୟାରମ୍ୟାନ୍ ଥିଲେ। ଭାରତର ପ୍ରଥମ ସାଟେଲାଇଟ୍ ‘ଆର୍ଯ୍ୟଭଟ୍ଟ’ ପଛରେ ତାଙ୍କର ବୃହତ ଭୂମିକା ଥିଲା । ପ୍ରଫେସର ରାଓଙ୍କ ଏକ ସ୍କେଚ କରି ଏହି ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇଛି ଗୁଗୁଲ । ଭାରତୀୟ ମହାକାଶ ବିଜ୍ଞାନି ତଥା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ଚେୟାରମ୍ୟାନ୍ ଥିଲେ ପ୍ରଫେସର ବୈଜ୍ଞାନିକ ଉଡୁପି ରାମଚନ୍ଦ୍ର ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ