Before Header

ତାଲିବାନ କବଜାରେ ପଞ୍ଜଶିର

0 56

(ବଡ଼ ଖବର ବ୍ୟୁରୋ): ପଞ୍ଜଶିର ଦଖଲ କଲା ତାଲିବାନ । ଗଭର୍ଣ୍ଣର କାର୍ଯ୍ୟାଳୟରେ ତାଲିବାନ ପତାକା ଉଡ଼ାଯାଇଛି । ତାଲିବନା ଓ ବିଦ୍ରୋହୀ ସେନା ମଧ୍ୟରେ ଭୟଙ୍କର ଲଢେଇରେ କମାଣ୍ଡରଙ୍କ ମୃତ୍ୟୁ ।

କମାଣ୍ଡର ସାଲେହ ଅହମ୍ମଦ ମୃତ । ବିଦ୍ରୋହ ସେନା ପଞ୍ଜଶିର ଛାଡୁଥିବା ଦେଖିବାକୁ ମିଳିଛି । ପଞ୍ଜଶୀର ଦଖଲ କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ତାଲିବାନ କବଜାକୁ ଆସିଛି ।

Leave A Reply

Your email address will not be published.