Masthead

ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି

ଆଶାୟୀ ଫେରିପାଇବେ ନିଜେ ନିଜର ପରୀକ୍ଷା ଫି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପରୀକ୍ଷାର୍ଥୀ ମାନଙ୍କ ପାଇଁ ଖୁସି ଖବର ଭେଟିଦେଲେ ରାଜ୍ୟ ସରକାର । ଆଶାୟୀ ଫେରିପାଇବେ ନିଜେ ନିଜର ପରୀକ୍ଷା ଫି ।

ପରୀକ୍ଷା ପରିଚାଳନା ଦିଗରେ ରାଜ୍ୟ ସରକାରଙ୍କ ବଡ ନିସ୍ପତ୍ତି । ସରକାରଙ୍କ ଅଧିନରେ ଥିବା ନିଯୁକ୍ତି ସଂସ୍ଥା ଗୁଡିକ ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନେଇଛନ୍ତି ପଦକ୍ଷେପ ।

ଓପିଏସସି, ଓଏସଏସି ଓ ଓଏସଏସଏସସି ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାର । ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଛନ୍ତି କେବଳ ସେମାନଙ୍କୁ ଏହି ପରୀକ୍ଷା ଫି ପାଇବାର ହକଦାର ହେବେ ।

କୌଣସି କାରଣରୁ ଆଶାୟୀ ବ୍ୟକ୍ତି ପରୀକ୍ଷା ଦେଇନାହାନ୍ତି ତେବେ ସେମାନେ ଏହି ଅର୍ଥରାଶି ପାଇବାରୁ ବଞ୍ଚିତ ରହିପାରନ୍ତି । ସେମାନଙ୍କୁ ସରକାର ନନ୍-ସିରିୟସ୍ କ୍ୟାଣ୍ଡିଡେଟ୍ ଭାବରେ ବିବେଚନା କରିବାକୁ ଯାଉଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବାକୁ ଆଗାମୀ ଦିନରେ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ