Masthead

ଭ୍ୟାନ ଓଲଟି ୫ ଗୁରୁତର

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ଗୁଣୁପୁରରେ ଭ୍ୟାନ ଓଲଟି ୫ ଗୁରୁତର । ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଗୁଣୁପୁର ପୁଟାସିଂ ନିକଟସ୍ଥ ରିଜଙ୍ଗତାଲ୍ ଗ୍ରାମ ଠାରେ । ଗୁରୁତର ମାନେ ହେଉଛନ୍ତି ସିପାନୀ ଦଳ ବେହେରା, ସୁବାନୀ ଶବର, ଅବେଧ ଶବର, ଜୁଏଲ ଶବର, ସନ୍ତୁ ଶବର । ଏମାନେ ପିକ୍ଅପ୍ ଭ୍ୟାନରେ ବଡଦିନ ପର୍ବ ନିମନ୍ତେ ଆବାଡ ଯାଇଥିଲେ । ଭ୍ୟାନଟି ଭାରସାମ୍ୟ ହରାଇ ରିଜଙ୍ଗତାଲ୍ ଗ୍ରାମଠାରେ ଓଲଟି ପଡିଥିଲା । ଗୁରୁତରଙ୍କୁ ଆମ୍ବୁଲାନ୍ସରେ ଗୁଣୁପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାସ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗୁରୁତର ମାନେ କୁଲୁସିଙ୍ଗ ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼