Masthead

ଦେଖିଛନ୍ତି କି ପିଙ୍କ୍ ହ୍ରଦ !

(ବଡ଼ ଖବର ବ୍ୟୁରୋ): ପିଙ୍କ୍ ହ୍ରଦ୍ । ସାଧାରଣତଃ ପାଣିର କୌଣସି ରଙ୍ଗ ନଥାଏ । କିନ୍ତୁ ଆର୍ଜେଣ୍ଟିକାରେ ଅଛି ପିଙ୍କ୍ ହ୍ରଦ । ଏହି ହ୍ରଦର ପାଣି ପିଙ୍କ୍ । ଆର୍ଜେଣ୍ଟିନାର ସହର ଟ୍ରେଲିୟୁର ଇଣ୍ଡୋଷ୍ଟ୍ରିଆଲ ପାର୍କ ନିକଟରେ ରହିଛି ଏହି ପିଙ୍କ ହ୍ରଦ । ଏହି ହ୍ରଦର ପାଣି ପିଙ୍କ୍ କାହିଁକି ହୋଇଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ହ୍ରଦର ପାଣିର ରଙ୍ଗ ବଦଳି ଯାଇଛି ।

ହ୍ରଦ ନିକଟରେ ବହୁ ଶିଳ୍ପ ଗଢିଉଠିଛି । କଳାକାରଖାନାରୁ ନିର୍ଗତ ବର୍ଜ୍ୟଜଳ ଏହି ହ୍ରଦରେ ମିଶୁଛି । କ୍ରମାଗତ ଭାବେ ଏହି ଧାରାରେ ପରିବର୍ତ୍ତନ ହେଉନଥିବାରୁ ହ୍ରଦର ପାଣି ପିଙ୍କ୍ ହୋଇଯାଇଛି । ସ୍ଥାନୀୟ ପରିବେଶ ବିଭାଗର ଅଧିକାରୀମାନେ କହିଛନ୍ତି, କିଛି ଦିନ ପରେ ହ୍ରଦର ପାଣିର ରଙ୍ଗ ପୂର୍ବ ଅବସ୍ଥାକୁ ଫେରି ଆସିବ । ଆଉ କିଛି ପରିବେଶବିତଙ୍କ ମତ, ପ୍ରଦୂଷଣ ମାତ୍ରା ବଢୁଥିବାରୁ ଧୀରେ ଧୀରେ ଏହି ହ୍ରଦ ତା’ର ସତ୍ତା ହରାଇବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ