Masthead

ମିଳୁନି ସହାୟତା, ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍ମନ୍ତ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): କିଛିଦିନ ତଳେ ଆମେ ଦେଖାଇଥିଲୁ ଏକ ଭିଜୁଆଲ । ଡାକ୍ତରଙ୍କ ଭୁଲର ଶିକାର ହୋଇ ଅକର୍ମଣ୍ୟ ବାପାର ଗୋଡ଼ ଭଲ କରିବା ପାଇଁ ଅଢେ଼ଇ ବର୍ଷର ଝିଅ ଖନ ଖନ ହୋଇ ଦରୋଟି ଭାଷାରେ ରାଜ୍ୟ ଏବଂ ଦେଶର ମୁଖିଆଙ୍କୁ ଆକୁଳ ନିବେଦନ କରିଥିଲା । ଭାବିଥିଲୁ ଏ ଖବର ପ୍ରସାରଣ ପରେ ହୁଏତ ମୁଖିଆମାନଙ୍କର ହୃଦୟ ତରଳିବ । ଆଉ ଦୁଷ୍ମନ୍ତ ବେହେରାଙ୍କୁ ବଞ୍ଚିବାର ନୂଆ ଆଶା ମିଳିବ । ହେଲେ ସେମିତି କିଛି ବି ହେଲାନି ।

ନା ରାଜ୍ୟ ସରକାର, ନା କେନ୍ଦ୍ର ସରକାର କେହିବି ଦୁଃଖ ବୁଝିଲେନି । ଗୋଟିଏ ପଟେ ଅଭାବ ଆଉ ଅନ୍ୟ ପଟେ ଅକର୍ମଣ୍ୟ ହୋଇ ପରିବାରର ବୋଝ ଦୁଷ୍ମନ୍ତ ପାଇଁ ଅସହ୍ୟ ହୋଇପଡିଛି । ଦୁଃଖ ଓ କଷ୍ଟ ସମ୍ଭାଳି ନପାରି ଦୁଷ୍ମନ୍ତ ଆଜି ସକାଳୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଠିକ୍ ସମୟରେ ତାଙ୍କ ମା ଦେଖି ପାଟି କରିଥିଲେ । ପରିବାର ଅନ୍ୟ ସଦସ୍ୟମାନେ ପହଞ୍ଚି ଯିବାରୁ ବଞ୍ôଚଯାଇଛନ୍ତି ଦୁଷ୍ମନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା