Masthead

ନୀତିଶ କୁମାରଙ୍କ ଉପରକୁ ଚୌକି ମାଡ଼

ଔରଙ୍ଗାବାଦ(ବଡ଼ ଖବର ବ୍ୟୁରୋ): ଔରଙ୍ଗାବାଦରେ ଚାଲିଥିବା ସମାଧାନ ଯାତ୍ରାରେ ଘଟିଛି ବଡ଼ ଅଘଟଣ । ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଲେ ଅଜ୍ଞାତ ବ୍ୟକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଭିତରୁ କେହି ଜଣେ ଏକ ଭଙ୍ଗା ଚୌକିର ଗୋଟିଓ ଗୋଡ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଫୋପାଡିଥିଲେ । ଭାଗ୍ୟବସତଃ ସେହି ଭଙ୍ଗା ଚୌକିର ଗୋଡ ନୀତିଶ କୁମାରଙ୍କୁ ନ ବାଜି ତାଙ୍କ ଆଗରେ ପଡିଥିଲେ ।

ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ସତର୍କ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ଅନ୍ୟପଟେ କିଏ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଥିଲେ ତାହା ଜଣାପଡିନାହିଁ । କାର୍ୟ୍ୟକ୍ରମରେ ଡ୍ରୋନ ସୁରକ୍ଷା ବ୍ୟବସ୍ଥା ନଥିବାରୁ କିଏ ଭଙ୍ଗା ଚୌକି ଫିଙ୍ଗିଲା ଚିହ୍ନଟ କରାଯାଇପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ