Masthead

ହ୍ୱାଟ୍ସଆପରେ ସାର୍ଟିଫିକେଟ କିପରି କରିବେ ଡାଉନଲୋଡ..ଜାଣନ୍ତୁ

ହ୍ୱାଟ୍ସଆପରେ ସାର୍ଟିଫିକେଟ କିପରି କରିବେ ଡାଉନଲୋଡ..ଜାଣନ୍ତୁ

  1. ପ୍ରଥମେ ନିଜ ମୋବାଇଲରେ whatsapp ନମ୍ବର 7710058192 କୁ save କରିବାକୁ ହେବ
  2. ଏହା ପରେ ସେହି whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ
  3. ଏହାପରେ ସେଥିରେ ତିନୋଟି option AHSC,MADHYAMA,SOSC(1st) ଥିବ … ସେଥି ଭିତରୁ ପ୍ରଥମ AHSC କୁ selection କରି click କରିବାକୁ ହେବ
  4. ଏହାପରେ AHSC 2024 ରେ click କରିବାକୁ ହେବ
  5. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll no କୁ ଏଣ୍ଟ୍ରି କରିବାକୁ ହେବ
  6. Roll no ର ଏଣ୍ଟ୍ରି ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ହିଁ ଅଛି ଏଣ୍ଟ୍ରି କରିବାକୁ ହେବ
  7. ଏହା ପରେ ମୋବାଇଲ ନମ୍ବର ଏଣ୍ଟ୍ରି କରିବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ
  8. OTP ଆସି ସାରିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି ଏଣ୍ଟ୍ରି କରେଇଦେଲେ ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ
  1. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital certificate download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ପାଇଁ ଆବେଦନ ଚାର୍ଜ (ଟଙ୍କା) ପୈଠ କରିବାକୁ ପଡିବ
  2. Digital certificate ପାଇଲା ପରେ A4 ସାଇଜରେ କୌଣସି ଜେରକ୍ସ ଦୋକାନରେ ପ୍ରିଣ୍ଟ ବାହାର କରିପାରିବେ
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!