ହ୍ୱାଟ୍ସଆପରେ ସାର୍ଟିଫିକେଟ କିପରି କରିବେ ଡାଉନଲୋଡ..ଜାଣନ୍ତୁ
- ପ୍ରଥମେ ନିଜ ମୋବାଇଲରେ whatsapp ନମ୍ବର 7710058192 କୁ save କରିବାକୁ ହେବ
- ଏହା ପରେ ସେହି whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ
- ଏହାପରେ ସେଥିରେ ତିନୋଟି option AHSC,MADHYAMA,SOSC(1st) ଥିବ … ସେଥି ଭିତରୁ ପ୍ରଥମ AHSC କୁ selection କରି click କରିବାକୁ ହେବ
- ଏହାପରେ AHSC 2024 ରେ click କରିବାକୁ ହେବ
- ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll no କୁ ଏଣ୍ଟ୍ରି କରିବାକୁ ହେବ
- Roll no ର ଏଣ୍ଟ୍ରି ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ହିଁ ଅଛି ଏଣ୍ଟ୍ରି କରିବାକୁ ହେବ
- ଏହା ପରେ ମୋବାଇଲ ନମ୍ବର ଏଣ୍ଟ୍ରି କରିବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ
- OTP ଆସି ସାରିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି ଏଣ୍ଟ୍ରି କରେଇଦେଲେ ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ
- ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital certificate download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ପାଇଁ ଆବେଦନ ଚାର୍ଜ (ଟଙ୍କା) ପୈଠ କରିବାକୁ ପଡିବ
- Digital certificate ପାଇଲା ପରେ A4 ସାଇଜରେ କୌଣସି ଜେରକ୍ସ ଦୋକାନରେ ପ୍ରିଣ୍ଟ ବାହାର କରିପାରିବେ