Masthead

ପାକିସ୍ତାନରେ ଟ୍ରେଣ୍ଡିଂରେ ରହିଛି ଥଲାଇବି

ବଡ଼ ଖବର ବ୍ୟୁରୋ: ଭାରତ ପରେ ବର୍ତ୍ତମାନ ପାକିସ୍ତାନରେ ଟ୍ରେଣ୍ଡ କରୁଛି କଙ୍ଗନାଙ୍କ ଅଭିନୀତ ଥଲାଇବି । ନିଜର ଦମଦାର ଅଭିନୟ ଏବଂ ନିର୍ବାକ ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା ରନାୱତ । ହେଲେ ଏଥର ତାଙ୍କ ଫିଲ୍ମ ପାକିସ୍ତାନରେ ହିଟ ହେବା ପରେ ସମସ୍ତଙ୍କ ଚକିତ କରିଦେଇଛି ।

ଏଥିରୁ ସ୍ପଷ୍ଟ ବାରି ହେଉଯାଉଛି ଯେ କଙ୍ଗନାଙ୍କର ପାକିସ୍ତାନରେ ମଧ୍ୟ ଅନେକ ପ୍ରଶସଂକ ରହିଛନ୍ତି । କିଏ କଥାଟିକୁ ଗ୍ରହଣ କରୁଥିବାବେଳେ ଆଉ କିଏ ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି । ଅନ୍ୟପଟେ ଫିଲ୍ମଟି ଅଟିଟି ପ୍ଲାଟଫର୍ମରେ ରିଲିଜ ହେବା ମାତ୍ରେ ଲୋକମାନେ ଏହି ଚଳଚ୍ଚିତ୍ରଟି ବହୁତ ପସନ୍ଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି