Masthead

ଗୋଟିଏ ଫଟୋ ଯାହା ଦେଖି ସମସ୍ତେ କହୁଛନ୍ତି କିଏ ଜିତିବ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଗୋଟିଏ ଫଟୋ । ଭାରତର ଅଧିନାୟକ ରୋହିତ ଶର୍ମା ଓ ଅଷ୍ଟ୍ରେଲିଆ ପ୍ୟାଟ କମିନ୍ସ ବିଶ୍ୱକପର ଫାଇନାଲ ମୁକାବଲା ପୂର୍ବରୁ ଫଟୋ ସୁଟ କରିଥିଲେ । ସେ ଫଟୋ ସୁଟ ଫଟୋ ଭାଇରାଲ ହେଉଛି । ତେବେ ତା ସହିତ ତା ପୂର୍ବ ତିନୋଟି ବିଶ୍ୱକପର ଫଟୋସୁଟ ପରର ଫଟୋ ମଧ୍ୟ ଭାଇରାଲ ହେଉଛି । ସେଥିରୁ ଯାହା ସଂକେତ ଆସୁଛି ରୋହିତ ଶର୍ମା ବିଶ୍ୱକପ ଟ୍ରଫି ଉଠାଇବେ । କାହିଁକି ଏଭଳି କହୁଛୁ ଆପଣ ଏ ଫଟୋ ଦେଖନ୍ତୁ । ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ..

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ