Masthead

ଜଙ୍ଗଲରେ ଚାଲିଛି ବେଆଇନ ଗଛକଟା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ):ବେଆଇନ ଗଛକଟା । ଗ୍ରାମ୍ୟଜଙ୍ଗଲରୁ ବେଧଡକ ଚାଲିଛି ମୂଲ୍ୟବାନ ଗଛକଟା। ତହସିଲ ପ୍ରଶାସନ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁ ଜଙ୍ଗଳରୁ ଲୁଟି ଚାଲିଛି କାଠ। ଗ୍ରାମବାସୀଙ୍କ ବିରୋଧକୁ ଖାତିରି କରୁନାହାନ୍ତି କାଠମାଫିଆ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଗରାମ ରାଜସ୍ୱ ସର୍କଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରୁଆ ଗ୍ରାମ ବେଲଦଣ୍ଡା ଗ୍ରାମପୋଖରୀକୁ ଲାଗି ରହିଛି ଗ୍ରାମ୍ୟଜଙ୍ଗଲ। ଏହି ଗ୍ରାମ୍ୟଜଙ୍ଗଲ ସଂରକ୍ଷିତ ଜମିରେ ୟୁକାଲପଟାସ,ଆକାଶିଆ ଓ ବହୁ ମୂଲ୍ୟବାନ ଗଛ ଥିବାବେଳେ ଏହା ଉପରେ କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।

ଜଙ୍ଗଲ ଜମି ପାଖକୁ ଲାଗିଥିବା ଜମିମାଲିକଙ୍କୁ ହାତକରି କାଠମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟିନେଉଥିବା ନରୁଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ବର୍ଷ ମେ ମାସରେ ଗଛ କଟାକୁ ନେଇ ତିର୍ତ୍ତୋଲ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାଁନ୍ତି। ଫଳରେ ଚଞ୍ଚକତା କରି ଜାଲ କାଗଜପତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ ଗୁଡିକୁ କାଟି ନେଉଥିବାର ଅଭିଯୋଗ ଆଣିଛନ୍ତି ନରୁଆ ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି