Before Header

ବଦଳିଲେ ତମାଣ୍ଡୋ ଥାନା ଆଇଆଇସି

0 27

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ହତ୍ୟା ମାମଲା ଓଡ଼ିଶାରେ ଥମିବାରେ ନାଁ ନେଉନି । କାହିିଁକିନା ଦାୟିତ୍ୱରେ ଅବହେଳା ପାଇଁ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । ତେବେ ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ତାଙ୍କ ସ୍ଥାନରେ ଚନ୍ଦକା ଥାନା ଏସଆଇ ଶୁଭ୍ରାଂଶୁ ଜେନାଙ୍କୁ ତମାଣ୍ଡୋ ଥାନା ଦାୟିତ୍ୱ ଦିଆଯାଇଥିବାର ସୂଚନା ମିଳିଛି । ଏହା ପୂର୍ବରୁ ମନୀଷ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସହ ହୋଟେଲ ମାଲିକକୁ ପୁଲିସ ଅଟକ ରଖାଯାଇ ପଚରାଉଚରା କରୁଛି ।

Leave A Reply

Your email address will not be published.