Before Header

ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି

0 79

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢିଲେ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ । ୪ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନୂଆ ହିତାଧିକାରୀ ସାମିଲ ହେବା ପରେ ଏବେ ହିତାଧିକାରୀଙ୍କ ସଂଖ୍ୟା ଏବେ ହିତାଧିକାରୀଙ୍କ ସଂଖ୍ୟା ୩୨ଲକ୍ଷ ୭୫ ହଜାରରେ ପହଞ୍ଚିଛି ।

ନୂଆ ହିତାଧିକାରୀମାନେ ଅଗଷ୍ଟ ୧୫ ତାରିଖରେ ପାଇବେ ନୂଆ ଭତ୍ତା । ୨୦୦୮ ମସିହା ଜାନୁୟାରୀ ମାସରୁ ଆରମ୍ଭ ହୋଇଛି । ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦେ୍ଦଶ୍ୟ ।

Leave A Reply

Your email address will not be published.