Masthead

୪ର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ

ରାଞ୍ଚି(ବଡ଼ ଖବର ବ୍ୟୁରୋ): ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ । ୪ର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ । ସିରିଜ୍‌ର ଗୋଟିଏ ମ୍ୟାଚ ବାକି ଥାଇ ଭାରତ ୩-୧ରେ ଆଗୁଆ । ଇଂଲଣ୍ଡ ଦ୍ୱିତୀୟ ଇନିଂସ ଖେଳ ପରେ ୧୯୨ ରନର ଟାର୍ଗେଟ ଦେଇଥିଲା। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦଳ କୌଣସି ବି ୱିକେଟ୍ ନ ହରାଇ ୪୦ ରନ୍ କରିଥିଲା। ଚତୁର୍ଥ ଦିନର ଖେଳ ଲାଗୁଥିଲା ଯେ, ଭାରତ ସହଜରେ ଏହି ମ୍ୟାଚକୁ ଜିତିନେବ, କିନ୍ତୁ ପଞ୍ଚମ ଦିନରେ ଇଂଲିଶ ବୋଲର ଆଟାକିଂ ମୁଡରେ ରହିଥିଲେ।

ଦଳୀୟ ସ୍କୋର୍ ୧୨୦ ବେଳକୁ ଭାରତର ଅଧା ବ୍ୟାଟର୍ ପ୍ୟାଭିଲିଅନ ରାସ୍ତା ଦେଖାଇଥିଲେ। ଏହି ସମୟରେ ଶୁବମନ ଗିଲ୍ ଏବଂ ଧ୍ରୁବ ଜୁରେଲଙ୍କ ଯୋଡି ଭାରତର ବିଜୟ ଆଶାକୁ ଉଜ୍ଜିବିତ କରିଥିଲା। ଉଭୟ ରକ୍ଷଣାତ୍ମକ ସର୍ଟ୍ସ ଖେଳି ଦଳକୁ ବିଜୟ ଭେଟି ଦେଇଛନ୍ତି। ଗିଲ୍ ୫୨ ଏବଂ ଜୁରେଲ ୩୯ରନ୍ କରି ଅପରାଜିତ ରହିଥିବା ବେଳେ ରୋହିତ ଶର୍ମା ୫୫, ଯଶସ୍ୱୀ ଜୈସ୍ୱାଲ ୩୭, ରବୀନ୍ଦ୍ର ଜାଡେଜା ୪ ରନ୍ କରିଥିଲେ। ରଜତ ପଟିଦାର ଏବଂ ସର୍ଫରାଜ ଖାନ ଖାତା ଖୋଲି ପାରିନଥିଲେ। ପାଞ୍ଚ ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଶେଷ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା