Masthead

ରାସ୍ତା ତିଆରି ହେବାର ଅଢେଇ ବର୍ଷ ହୋଇନି, ବଡ଼ ବଡ଼ ଖାଲ ହୋଇ ଜମୁଛି ପାଣି

ବଡବିଲ(ବଡ଼ ଖବର ବ୍ୟୁରୋ):ରାସ୍ତା ପାଲଟିଛି ମରଣଜନ୍ତା । ଅଢେଇ ବର୍ଷ ହେବ ତିଆରି ହୋଇଥିଲା ରାସ୍ତା । ଏବେ ବଡ଼ ବଡ଼ ଖାଲ ହୋଇ ଜମୁଛି ପାଣି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଭଦ୍ରାସାହି ବଡ଼ବିଲରେ । ମୁଖ୍ୟ ରାସ୍ତା ଆଜିକୁ ପ୍ରାୟ ଅଢେ଼ଇ ବର୍ଷ ପୂର୍ବରୁ ପ୍ରାୟ ୧୦କୋଟି ରୁ ଉର୍ଦ୍ଧ୍ଵ ଜିଲ୍ଲା ଖଣିଜ ପାଣ୍ଠି ରୁ ନିର୍ମାଣ ହୋଇ ଥିଲା । କିନ୍ତୁ ବର୍ତ୍ତମାନ ଭଦ୍ରାସାହି ଛକ ଠାରୁ ପ୍ରାୟ୫୦୦ମିଟର ଦୂର ହେବ. ବଡ଼ ବଡ଼ ଖାଲ ହୋଇ ପାଣି ଜମି ରହୁଛି।

ଯାହା ଫଳରେ ଦୁଇ ଚକିଆ ବା ଚାରି ଚକିଆ ଜାନ ବାରମ୍ବାର ଦୁର୍ଘଟଣା ଘଟି ଅନେକ୍ ଧନ ଜୀବନ ନଷ୍ଟ ହେଉଛି। ଏହା ବାବଦରେ ବଡ଼ବିଲ ପୂର୍ତ୍ତ ବିଭାଗ କୁ ଅନେକ୍ ଥର ଜଣାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ .ବା ରାସ୍ତାର ମରାମତି ହୋଇପାରିଲା ନାହିଁ । ଏଣୁ ବାଧ୍ୟ ହୋଇ ଆଜି ସକାଳୁ ସକାଳୁ ଭଦ୍ରାସାହି ଓ ଭୁଷୁଙ୍ଗା ଗ୍ରାମର କିଛି ଯୁବକ ନିଜ ଟଙ୍କା ଖର୍ଚ୍ଚ କରି’ ଖାଲ ହୋଇ ଥିବା ରାସ୍ତା କୁ ମରାମତି କରିଥିବା ଦେଖିବାକୁ ମିଳିଥିଲା । ଏପରି ମହାନ କାର୍ୟ୍ୟ କରିଥିବାରୁ ପଥଚାରି ମାନେ ଖୁବ ପ୍ରସଂସା କରୁଥିବା ଦେଖିବାକୁ ମିଳୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି