Masthead

ସୁଭଦ୍ରା ଯୋଜନାକୁ ମହିଳାଙ୍କ ସମର୍ଥନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ କରିଥିବା ସୁଭଦ୍ରା ଯୋଜନାକୁ ଓଡ଼ିଶାର ମହିଳାମାନଙ୍କ ସମର୍ଥକ ମିଳୁଥିବାର ଦେଖିବାକୁ ମିଳୁଛି । ଯାଜପୁର ଜିଲ୍ଲାର ସାତ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର କର୍ମକର୍ତ୍ତାମାନେ ସୁଭଦ୍ରା ଯୋଜନାର ପଚାଶ ହଜାର ଟଙ୍କାର କାର୍ଡ ବଣ୍ଟନ କଲାବେଳେ ମହିଳାମାନଙ୍କ ଅଦ୍ଭୁତ ସମର୍ଥନ ମିଳୁଛି ।

ଓଡ଼ିଶାରେ ବିଜେପି ସରକାର ଆସିଲେ ମୋଦି ସରକାରଙ୍କ ସୁଭଦ୍ରା ଯୋଜନା ଲାଗୁ ହେଲେ ମହିଳାମାନେ ବିଶେଷ ଉପକୃତ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବିଜେପି କର୍ମକର୍ତା ମାନେ ମହିଳାମାନଙ୍କୁ ସଚେତନ କରାଇଛନ୍ତି । ଏହି ଯୋଜନାରେ ଦୁଇ ବର୍ଷ ନିମନ୍ତେ ପଚାଶ ହଜାର ଟଙ୍କାର ମାଗଣା ଭାଉଚର ପରିବାରର ସହାୟତା ନିମନ୍ତେ ମହିଳାମାନଙ୍କୁ ମିଳିବ । ସୁଭଦ୍ରା ଯୋଜନାକୁ ମହିଳାମାନେ ସମର୍ଥନ କରିବା ସହ ଘରର ଝିଅ ବାହାଘର, ପିଲାଙ୍କ ପାଠପଢା, ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ଗାଇ, କୁକୁଡ଼ା ସହ ବିଭିନ୍ନ ଛୋଟ ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶିଳ ହୋଇପାରିବେ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ