Masthead

ବକେୟା ପାଉଣା ଦାବିରେ ଧାରଣା

ଯାଜପୁର (ବଡ଼ ଖବର ବ୍ୟୁରୋ): ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଆରଡବ୍ଲ୍ୟୁଏସଏସ ଠାରୁ ଠିକାନେଇଥିବା ମେଗା ଇଂଜିନିୟରିଙ୍ଗ ଏଣ୍ଡ ଇନଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ଼ ଠାରୁ ୱାର୍କୱାର୍ଡର ନେଇ ବିଂଝାରପୁର ଓ ଯାଜପୁର ବ୍ଲକର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିବା ତ୍ରିଶକ୍ତି ଫାଉଣ୍ଡେସନର ମୁଖ୍ୟ ଛବିରାଣୀ ମହାକୁଡ଼ ଓ ଶର୍ମିଷ୍ଠା ଏଣ୍ଟରପ୍ରାଇଜରସର ମୁଖ୍ୟ ଶର୍ମିଷ୍ଠା ନାୟକ କାର୍ଯ୍ୟ କରିଥିଲେ । ପ୍ରାୟ ୫୦ଲକ୍ଷ୍ୟ ଟଙ୍କାର ଅଧିକ କାମ କରିଥିଲେ ମଧ୍ୟ ମେଗା ଇଂଜିନିୟରଙ୍ଗି ଅର୍ଥ ନ ଦେଇ ଏମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ ।

ଏହି ଘଟଣା ବିଷୟରେ ମେଗା ଇଂଜିନିୟରିଙ୍ଗ ବରିଷ୍ଠ ପଦାଧିକାରୀଙ୍କୁ ଜଣାଇବା ସହ ଜନପ୍ରତିନିଧି ସରକାରୀ ପ୍ରଶାସନ ଓ ବେସରକାରୀ ସ୍ତରରେ ଜଣାଇଥିଲେ ମଧ୍ୟ୍ୟ କୌଣସି ପ୍ରକାର କାର୍ଯ୍ୟ କରିଥିବା ଅର୍ଥ ପାଇନଥିଲେ । ଶେଷରେ ବକେୟା ଅର୍ଥ ଫେରି ପାଇବା ଦାବିରେ ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳେୟ ପରିସରରେ ଦୁଇ ଠିକାଦାର ଅନଶନରେ ବସିରହିଛନ୍ତି । ଅନଶନ ସ୍ଥଳରେ ମେଗା ଓ ଆରଡବ୍ଲ୍ୟୁଏସଏସର ବିଭାଗୀୟ ଅଧିକାରୀ ମାନେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା