Masthead

DRG ଏବଂ CRPF 223 ବାହିନୀର ମିଳିତ ଅପରେସନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ) ସୁକୁମା ଜିଲ୍ଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ତାଡମେଟଲା ଏବଂ ଦୁଲେଡ ଜଙ୍ଗଲରେ ୧୦ରୁ୧୨ଜଣ ନକ୍ସଲଙ୍କ ଉପସ୍ଥିତିର ସୂଚନାକୁ ଆଧାର କରି DRG ଏବଂ CRPF 223 ବାହିନୀ ପକ୍ଷରୁ କରାଯାଇଥିଲା ଏକ ଆଣ୍ଟି-ନକ୍ସାଲ୍ ଅପରେସନ୍। ନକ୍ସଲମାନେ ଲୁଚି ଯବାନଙ୍କ ଉପରକୁ ଲଗାତାର କରିଥିଲେ ଆକ୍ରମଣ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ୨ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦୁଇ ନକ୍ସଲ ହେଲେ ତାଡମେଟଲା ଗାଁର ସୋଢି ଦେବା ଓ ରବା ଦେବା। ବିଭିନ୍ନ ହତ୍ୟା , ଲୁଣ୍ଠନ , ଅପହରଣ ଭଳି ଘଟଣାରେ ସମ୍ପୃକ୍ତ ଥିଲେ ଏହି ଦୁଇଜଣ । ଘଟଣା ସ୍ଥଳରୁ ଡବଲ ବ୍ୟାରେଲ ରାଇଫଲ ଏବଂ ଗୋଟିଏ ପିସ୍ତଲ ପୁଲିସ ଜବତ କରିଛି। ଘଟଣା ସ୍ଥଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଯବାନମାନେ ଅପରେସନରୁ ଫେରିଲେ ବିସ୍ତୃତ ସୂଚନା ମିଳିପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି