Masthead

କରୋନାରୁ ସୁରକ୍ଷା ଦେବ କଡକନାଥ କୁକୁଡ଼ା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବେ ଡାକ୍ତରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କୋରନାର କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ବର୍ତ୍ତମାନ ଯାଏ ଆସିନି । ଏବେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ପାଲୋଟଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କଡକନାଥ କୁକୁଡ଼ା କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ବଢ଼ାଉଛି ରୋଗ ପ୍ରତିରୋଧକ ଶକ୍ତି । ଏଭଳି ଦାବି କରିଛି ମଧ୍ୟପ୍ରଦେଶର ଝାବୁଆ କୃଷି ବିଜ୍ଞାନ କେନ୍ଦ୍ର ।

କୋଭିଡ୍ ପରବର୍ତ୍ତୀ ଚିକିତ୍ସାରେ କଡ଼କନାଥ ଥେରାପୀକୁ ସାମିଲ ପାଇଁ ଓଉଗଜକୁ ଚିଠି ଲେଖିଛି । କଡ଼କନାଥ ରିସର୍ଚ୍ଚ ସେଣ୍ଟର ଦାବି କରିଛି, କଡ଼କନାଥ ଚିକେନ୍‌ର ବ୍ୟବହାର କରୋନା ସମୟରେ କିମ୍ବା ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରେ ।

ଗବେଷକମାନେ ଦାବି କରିଛନ୍ତି, କଡ଼କନାଥ କୁକୁଡ଼ାର ମାଂସ, ଅଣ୍ଡା ଓ ସୁପ୍ ପୋଷ୍ଟ କୋଭିଡ୍ ରୋଗୀଙ୍କ ପାଇଁ ଫଳଫଦ୍ର ପ୍ରମାଣିତ ହୋଇପାରେ । ଏହା କୋଲେଷ୍ଟ୍ରୋଲକୁ କମ୍ କରିଥାଏ । ଏଥିରେ ପ୍ରୋଟିନ୍, ଭିଟାମିନ୍, କାର୍ବୋହାଇଡ୍ରେଟ୍ ଅଧିକ ରହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା