Masthead

କାରଗିଲର ଅକୁହା କଥା

(ବଡ଼ ଖବର ବ୍ୟୁରୋ): କାରଗିଲ୍ର ଅକୁହା କଥା । ୧୯୯୯ ଜୁଲାଇ ୨୬ ତାରିଖ । ଶତୃ ଛାତିରେ ପାଦ ଥାପି ଉଡିଲା ତ୍ରିରଙ୍ଗା ପତାକା । ବିଜୟର ଶଙ୍ଖ ନାଦ କରି ମାଟିରେ ଗଡିଗଲେ ଭାରତୀୟ ଜବାନ । ସବୁଠି ଖାଲି ତ୍ରିରଙ୍ଗାର ଜୟଗାନ । ଏହା ଭିତରେ ବିତିଯାଇଛି ୨୨ ବର୍ଷ । ହେଲେ ଆଜିର ଦିନ ମନେପଡିଗଲେ ଲୋମ ଟାଙ୍କୁରି ଉଠେ ।

ସେଦିନର ସେ ଗୋଳା ବାରୁଦର ଧ୍ୱଂସକାରୀତାକୁ ସାମ୍ନା କରି ଭାରତୀୟ ଜବାନ ମାନେ ରକ୍ଷା କରିଥିଲେ ଭାରତ ମାଆକୁ । ଯେଉଁ ଯୁଦ୍ଧରେ ସହୀଦ ହୋଇଥିଲେ ୫୨୭ ଭାରତୀୟ ଜବାନ । ଆଉ ସହୀଦ ମାନଙ୍କ ବଳୀଦାନକୁ ସାକାର କରିବା ଲାଗି ଆଜିର ଦିନକୁ ବିଜୟ ଦିବସ ରୂପେ ପାଳନ କରାଯାଉଛି । ଆଜି କାରଗିଲ ସହୀଦ ମାନଙ୍କୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଲଦ୍ଦାଖର ଦାସ୍ ସେକ୍ଟରରେ ପରେଡ କରାଯାଇଥିବା ବେଳେ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ