Masthead

ମାଦକ ଦ୍ରବ୍ୟ ଜବତ

କୋରୁକୋଣ୍ଡା(ବଡ଼ ଖବର ବ୍ୟୁରୋ):ମଙ୍ଗଳବାର ରୋଡ ବ୍ଲକିଂ ବେଳେ ଗଞ୍ଜେଇ ଜବତ କରିଛି ଓର୍କେଲ ପୋଲିସ। ଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ହାତୀଆମ୍ବ ଗାଁ ଛକ ନିକଟରେ ପୋଲିସ କରୁଥିଲାରାତ୍ରି ପାଟ୍ରୋଲିଂ । ଏହି ସମୟରେ ଏକ ଗାଡି (ଓଡି ୦୨ ଏଫ ୯୫୦୭) ବାଲିମେଳା ପଟୁ ଗୋବିନ୍ଦପାଲି ଆଡକୁ ଦ୍ରୁତ ଗତିରେ ଆସୁଥିଲା । ଗାଡିକୁ ଅଟକାଇବାକୁ ପୋଲିସ ଚାଳକଙ୍କୁ ସଙ୍କେତ ଦେଇଥିଲା । ପୋଲିସକୁ ଦେଖି ଚାଳକ ଗାଡ଼ି ରଖି ଅନ୍ଧାରରେ ଫେରାର ହୋଇଯାଇଥିଲା । ଯାଞ୍ଚ ବେଳେ ଗାଡ଼ିରୁ ୭ ବସ୍ତା ଗଞ୍ଜେଇ ମିଳିଥିଲା। ଓଜନ ବେଳେ ନ ୧୬୫ କେଜି ହୋଇଥିବା ଏସଆଇ କୃଷ୍ଣ ସାହା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି