Masthead

ଶୀତଳ ଭଣ୍ଡାରର ଅଭାବ, ଆକାଶଛୁଆଁ ପରିବା ଦର

ସୁନ୍ଦଋଗଡ(ବଡ଼ ଖବର ବ୍ୟୁରୋ): ସବୁଆଡେ ପରିବାଦର ଏବେ ଆକାଶ ଛୁଆଁ । ସାଧାରଣ ବର୍ଗର ଲୋକ ଏବେ ଏତେ ଚଢା ଦରରେ ପରିବା କିଣିବା ପାଇଁ ଅକ୍ଷମ ହେଉଛନ୍ତି । ଷ୍ଟିଲସିଟି ରାଉଲକେଲାରେ ମଧ୍ୟ ଏଥିରୁ ବାଦ ପଡିନି । ଏଠାରେ ମଧ୍ୟ ପରିବାଦର ଆକାଶଛୁଆଁ ରହିଛି । ଯାହା ଲୋକଙ୍କୁ ପକେଟକୁ ବାଧୁଛି କାରଣ ଏଠାରେ ଅଧିକାଂଶ ଦୈନିକ ଖଟିକିଆ ଶ୍ରେଣୀର ଅଟନ୍ତି । ଚିନ୍ତାର କାରଣ ଏହାକି ଏଠାରେ ରହୁଥିବା ଚାଷୀମାନେ ବିଭିନ୍ନ ପ୍ରକାରର ପରିବା ଚାଷ କରି ସେଥିରୁ କିଛି ଲାଭ କମାଇ ଥାଆନ୍ତି । କିନ୍ତୁ ଅତ୍ୟଧିକ ପରିବା ଉତ୍ପନ ହେଲେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାରର ଅଭାବ ଥିବାରୁ ପରିବା ଗୁଡିକୁ ଫୋପଡା ଯାଏ । ଚାଷୀମାନଙ୍କୁ ଯଦି ବ୍ଳକ ସ୍ତରୀୟ ଶୀତଳ ଭଣ୍ଡାର ସମେତ ସବସିଡି ଯୋଗାଇ ଦିଆଯିବ ତେବେ ଏଠାକାର ଚାଷୀ ଅନେକ ଚାଷ ଉପାର୍ଜନ କରି ଏହାର ସଠିକ ମୂଲ୍ୟ ପାଇପାରନ୍ତେ । ଏବଂ ରାଉଲକେଲାବାସୀଙ୍କୁ କମ୍ ଦରରେ ବର୍ଷ ତମାମ୍ ପରିବା ମିଳିବାରେ ଅଦୁବିଧାର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା