Masthead

ଆଗ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରାଯାଉ: ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଣିପୁରକୁ ନେଇ ଚାଲିଛି ରାଜନୈତିକ ବୟାନ ବାଜି । ବିରୋଧୀ କରୁଛନ୍ତି ସରକରଙ୍କୁ ଟାର୍ଗେଟ । ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ ମଣିପୁର ଯାଇଥିଲୁ, ପ୍ରଧାନମନ୍ତ୍ରୀ ବି ନିଜ ଦଳକୁ ନେଇ ମଣିପୁର ଯାଆନ୍ତୁ।

ଆଉ ସେଠାରୁ ଫେରିବା ପରେ ଆମସହ ଟକ୍କର ଦିଅନ୍ତୁ ସେଥିପାଇଁ ତ ଆମେ ଅବିଶ୍ୱାସ ପ୍ରସ୍ତାବ ଦେଇଛୁ। ପ୍ରଥମେ ଅବିଶ୍ୱାସ ପତ୍ର ଉପରେ ଆଲୋଚନା କରାଯାଉ ବୋଲି ଧିର ରଂଜନ ଚୌଧୁରୀ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆତ୍ମବିଶ୍ୱାସ ପ୍ରସ୍ତାବ ବିଚାରାଧୀନ ଅଛି, ସେତେବେଳେ ପ୍ରଥମେ ଏହା ଉପରେ ଆଲୋଚନା କରାଯିବା ଉଚିତ। ଦିଲ୍ଲୀ ବିଲ ଉପରେ ମଧ୍ୟ ଆଲୋଚନା ହେବ, କିନ୍ତୁ ପ୍ରଥମେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ଉଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ