Masthead

ମିଳିଲାନି ମହୋକିଲୋଙ୍କୁ ଜାମିନ, ମାଜିଷ୍ଟ୍ରେଟେଙ୍କୁ ତାଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଳିଲାନି ମହକିଲୋଙ୍କୁ ଜାମିନ । ମାଜିଷ୍ଟ୍ରେଟଙ୍କୁ ତାଲା ପକାଇଲେ ଓକିଲ । ଏସଡିଜେଏମ ଜାମିନ ଶୁଣାଣୀ କରି ଖାରଜ କରିଦେଇଥିଲେ । ଏଥିରେ ରାଗିଯାଇ ଓକିଲୋ ଏସଡିଜେଏମଙ୍କ କୋର୍ଟ ରୁମରେ ତାଲା ପକାଇ ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କୋର୍ଟରେ ।

ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବଂ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଜିଲ୍ଲା ଜର୍ଜଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣାର ସମାଧାନ ହୋଇଛି । ସୂଚନା ଅନୁସାରେ ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିବା ପରେ ସେ ଜେଲ ଯାଇଥିଲେ ।

ଯାହାର ଶୁଣଣୀ ଗୁରୁବାର ଥିଲା । ଅପରାହ୍ନ ୨ଟା ବେଳେ ମାମଲା ଶୁଣାଣୀ କରିବା ପରେ ଜାମିନ ଖାରଜ କରିଦେଇ ଥିଲେ ମାଜିଷ୍ଟ୍ରେଟ । ଯାହାକୁ ନେଇ ଓକିଲ ରାଗି ଯାଇଥିଲେ । ତାଙ୍କୁ ଚାମ୍ବରରେ ତାଲା ପକାଇବା ସହ ‘ଏସଡିଜେଏମ କୋର୍ଟ ଭୁବନେଶ୍ୱର ବୟକଟ’ ବୋଲି କାଗଜରେ ଲେଖି କବାଟରେ ମାରି ଦେଇଥିଲେ । ଏଭଳି ଘଟଣାକୁ ନେଇ ବହୁ ବରିଷ୍ଠ ଓକିଲ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ