ଭାରତ ଏବେ କରୋନା ସୁରକ୍ଷିତ ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଟିକାକରଣ ୧୦୦ କୋଟିକୁ ଟପିଛି । ଯାହାକୁ ନେଇ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି । ଆମେ ଶୀଘ୍ର କରୋନା ବିରୋଧରେ ଯୁଦ୍ଧରେ ଜିତିବା । ଯେ ପର୍ଯ୍ୟନ୍ତ ଏ ଯୁଦ୍ଧ ସରି ନାହିଁ ସେ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଛାଡିବା ନାହିଁ ।

ପାର୍ବଣ ସମୟରେ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ମୁଁ ଅନୁରୋଧ କରୁଛି ଯେ ଆମ ପର୍ବକୁ ଅତି ସତର୍କତାର ସହିତ ପାଳନ କରିବାକୁ ପଡିବ । ସେ କହିଛନ୍ତି ଯେ ଏହି ମହାମାରୀ ଆରମ୍ଭରେ ଏହା କୁହାଯାଉଥିଲା ଯେ ଭାରତ ଭଳି ଦେଶ ଏହାର ମୁକାବିଲା କରିବା କଷ୍ଟକର ହେବ । ମାଗଣା ଟିକା ଅଭିଯାନ ଦେଶର ସମସ୍ତଙ୍କୁ ନେଇ ଆରମ୍ଭ ହୋଇଥିଲା ।

ଟିକାକରଣ କାର୍ଯ୍ୟକ୍ରମକୁ ‘ଭିଆଇପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ ଏବଂ ସମସ୍ତଙ୍କ ପ୍ରତି ସମବିଚାର ହୋଇଥିବା ଆମେ ସୁନିଶ୍ଚିତ ବୋଲି ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ ଜାଣିପାରିବେ ନାହିଁ, ଆମେ କେମିତି ଏହି ଅଭିଯାନ ଆରମ୍ଭ କରିଥିଲୁ । କେତେବେଳେ ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!