Masthead

ଗ୍ରାଉଣ୍ଡ ଜିରୋରେ ‘ଲୋକ’ଙ୍କ ଚ୍ୟାନେଲ ‘ବଡ଼ ଖବର’

ଯେଉଁଠି ପ୍ରଥମେ ପ୍ରଶାସନ ପହଞ୍ଚି ପାରିନାହିଁ ସେଇଠି ପହଞ୍ଚିଛି ବଡ଼ ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଡ଼ ବର୍ଷା । ବଡ଼ ଦୁର୍ଦ୍ଦଶା । ଉପର ମୁଣ୍ଡରେ ପ୍ରବଳ ବର୍ଷା । ଅଣଚାଷ ପବନ । ନଦୀ, ନାଳ ଫୁଲିବାରେ ଲାଗିଛି । ଚତୁଦିଗରେ ପାଣି ଆଉ ପାଣି । ଏହାରି ଭିତରେ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ବଡ଼ ଖବର । ବିପନ୍ନ ପରିବାରର ସହ ଛିଡା ହୋଇଛନ୍ତି ବଡ଼ ଖବର ପ୍ରତିନିଧୀ । ଯେଉଁଠି ପ୍ରଥମେ ପ୍ରଶାସନ ପହଞ୍ଚିପାରିନଥିଲା ସେଇଠି ପହଞ୍ଚିଛି ଲୋକଙ୍କ ଚ୍ୟାନେଲ । ରାଜ୍ୟର ୨୫୦ରୁ ଅଧିକ ପ୍ରତିନିଧୀ ପାଣି ଘେରରେ ଖବର ଦେଖାଇଛନ୍ତି ।

ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗା, ଜଳକା, ସୁବର୍ଣ୍ଣରେଖା ଆଦି ନଦୀରେ ବନ୍ୟାଜଳ ବଢୁଥିବା ବେଳେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଯେଉଁଥିପାଇଁ ଚିନ୍ତା ବଢିଛି । ହେଲେ ବର୍ଷା ଜଳକୁ ଭୃକ୍ଷେପ ନ କରି ଆଣ୍ଡୁଏ ଆଣ୍ଠୁଏ ପାଣିରେ ଲୋକଙ୍କ ସହ ଛିଡା ହୋଇଛନ୍ତି ବଡ଼ ଖବର ପ୍ରତିନିଧୀ । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଦୁର୍ବିପାକ । ସବୁ ସମୟରେ ଲୋକଙ୍କ ସାଥିରେ ବଡ଼ ଖବର । ଯେଉଁ ସଂକଳ୍ପ କଥା କହିଛି ଲୋକଙ୍କ ଚ୍ୟାନେଲ ସେଇ ଧାରାରେ ଆଗକୁ ଆଗକୁ ବଢିଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି