Masthead

ବାପା ରାଜ୍ୟ, ପୁଅ ରାଜଧାନୀ

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ନିଶ୍ଚୟ ପଢ଼ନ୍ତୁ...

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ବାପା ନାଁ ରାଜ୍ୟ ହେଲେ ପୁଅ ନାଁ ରାଜଧାନୀ । ଅର୍ଥାତ ବାପାର ନାମ ମଧ୍ୟପ୍ରଦେଶ ପୁଅର ନାମ ଭୋପାଳ । ଏମିତି ନାମକରଣ ହୋଇଛି ମଧ୍ୟପ୍ରଦେଶର ଭମାରା ଗାଁରେ । ବାପାଙ୍କ ପୁରା ନାମ ମଧ୍ୟପ୍ରଦେଶ ସିଂ । ଏମିତି ଏକ ନିଆରା ନାମକରଣ କରିଥିଲେ ତାଙ୍କ ଭାଇଭଉଣୀ ମାନେ, ମଧ୍ୟପ୍ରଦେଶ ତାଙ୍କ ୯ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ । ତେଣୁ ଶ୍ରଦ୍ଧାରେ ତାଙ୍କ ଭାଇଭଉଣୀମାନେ ନାମ ଏମିତି ରଖିଥିଲେ । ଏମିତି ନାମ ପାଇ ସେ ଗର୍ବ ଅନୁଭବ କରନ୍ତି ।

ସେଥିପାଇଁ ସେ ମଧ୍ୟ ତାଙ୍କ ପୁଅର ନାମ ମଧ୍ୟପ୍ରଦେଶର ରାଜଧାନୀ ଅର୍ଥାତ ଭୋପାଳ ରଖିଛନ୍ତି। ଧାର ଜିଲ୍ଲାର ଜନ୍ମିତ ମଧ୍ୟପ୍ରଦେଶ ସିଂହ ଝାବୁଆ ଚନ୍ଦ୍ରଶେଖର ଆଜାଦ ସରକାରୀ ମହାବିଦାୟଳୟରେ ଜଣେ ଗେଷ୍ଟ ଫ୍ୟାକଲ୍‌ଟି ଭାବେ କାମ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ