ମମତା-ଅଶ୍ୱିନୀ କଥା କଟାକଟି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାହାନଗା ସାଲିମାର ଓ କରମଣ୍ଡଳ ରେଳ ଦୁର୍ଘଟଣାର ଶେଷ ହୋଇଛି ଉଦ୍ଧାରକାର୍ଯ୍ୟ । ଏହାରି ମଧ୍ୟରେ ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହେଇଛନ୍ତି । ମୃତକଙ୍କ ସଂଖ୍ୟାକୁ ନେଇ ଦୁଇ ନେତା କଥା କଟାକଟି ହୋଇଥିବା ନଜର ଆସିଛି । ମମତା ବାନାର୍ଜୀ ଏହି ରେଳ ଦୁର୍ଘଟଣାରେ ୫୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା କହିଥିଲେ । ଏହାର ଜବାବ ରଖି ଅଶ୍ୱିନୀ ବୈଷ୍ଣବ ୫୦୦ ନୁହେଁ, ମୃତୁ୍ୟସଂଖ୍ୟା ୨୩୮ କହିଥିଲେ ଅଶ୍ୱିନୀ ବୈଷ୍ଣବ । ମମତା ବାନାର୍ଜୀ ମଧ୍ୟ ଏହାର ଜବାବ ରଖି କହିଥିଲେ ଜନତାଙ୍କୁ ସଠିକ୍ ତଥ୍ୟ ଦିଆଯାଉ । ସେ ଆହୁରି ମଧ୍ୟ କହିଛନ୍ତି ଏଥିରେ ଆଣ୍ଟି କୋଲିସନ ଥିଲେ ଦୁର୍ଘଟଣା ହୋଇନଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ