Before Header

ରାହୁଲଙ୍କୁ ସମର୍ଥନ ଜଣାଇ ବିଜେପିକୁ ଟାର୍ଗେଟ କଲେ ମମତା

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଟାର୍ଗେଟ କରିବା ସହିତ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରାଯାଉଥିବାବେଳେ ଅପରାଧିକ ପୃଷ୍ଠଭୂମି ଥିବା ବିଜେପି ନେତାମାନଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି ।

ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣ ପାଇଁ ଲୋକସଭା ସଦସ୍ୟରୁ ଅଯୋଗ୍ୟ ହେଉଛନ୍ତି । ଆଜି ଆମେ ଆମର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଏକ ଖରାପ ସମୟର ସାଖି ରହିଲୁ।

Leave A Reply

Your email address will not be published.