Masthead

ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକ ପରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ଏଥିରେ ସାମିଲ ହେବେନି ମମତା ବାନାର୍ଜି । ଅନ୍ୟ କାର୍ଯ୍ୟକ୍ରମ ଥିବା କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଲେ ବୈଠକ ସମ୍ପର୍କରେ ମିଳିନଥିଲା ଆଗୁଆ ସୂଚନା । ଇଣ୍ଡିଆ ମେଣ୍ଟରେ ଫାଟ ହୋଇଥିବା ଚର୍ଚ୍ଚା । ସେପଟେ ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇ ଯାଇଛି ଟକ୍କର । କଂଗ୍ରେସର ପରାଜୟ ପରେ, ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ବିଶ୍ୱସନୀୟ ଚେହେରା କରିବାକୁ ଜେଡିୟୁ ପକ୍ଷରୁ ଦାବି କରାଯାଇଛି ।

ଇଣ୍ଡିଆ ମେଣ୍ଟର ନେତୃତ୍ୱ ନୀତୀଶ କୁମାର ନେବା ଉଚିତ ବୋଲି ଦଳ ପକ୍ଷରୁ ମଧ୍ୟ ବହୁବାର କୁହାଯାଇଛି । ଏହାରି ଭିତରେ ଇଣ୍ଡିଆ ମେଣ୍ଟର ଚେହେରା ମଲ୍ଲିକାର୍ଜୁନ ଖଡଗେଙ୍କୁ କରିବାକୁ କଂଗ୍ରେସ ନିଷ୍ପତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିରୋଧୀ କହିଛନ୍ତି ଗୋଟିଏ ପଟେ ପରାଜୟର ଦୁଃଖ, ତ ଅନ୍ୟପଟେ ଇଣ୍ଡିଆ ମେଣ୍ଟରେ ଫାଟ ବିରୋଧୀ ଗୋଷ୍ଠୀଙ୍କୁ ଦୁର୍ବଳ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର