Masthead

ରୁଦ୍ଧ ଦ୍ୱାରରେ ଆଲୋଚନା ପରେ ବି ଦିଲ୍ଲୀ କାହିଁକି ଯାଉଛନ୍ତି ମୁଖ୍ୟମନ୍ତ୍ରୀ?: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଉଛନ୍ତି ଜାଣିଛି, କିନ୍ତୁ କଣ ପାଇଁ ଯାଉଛନ୍ତି ମୁଁ ଜାଣିନି । ଆପଣମାନେ ତାଙ୍କୁ ପଚାରନ୍ତୁ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରିକ ପ୍ରକ୍ରିୟାରେ ଭେଟିବେ । ସଂଘୀୟ ବ୍ୟବସ୍ଥାରେ ଭେଟିବାରେ କିଛି ନୂତନତ୍ୱ ନାହିଁ । ମମତା ବାନାର୍ଜୀ, ଷ୍ଟାଲିନ ବି ଯାଉଛନ୍ତି କିଛି ଅସୁବିଧା ନାହିଁ । ରାଜନୀତିରେ କିଛି ଲୁଚା ଛପା ନାହିଁ । ରାଜନୀତି ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି ।

ଏଠି ରୁଦ୍ଧ ଦ୍ୱାରରେ ଆଲୋଚନା ହେଲା, ପୁଣି ଦିଲ୍ଲୀ କାହିଁକି ଯାଉଛନ୍ତି? ଆପଣମାନେ କଳ୍ପନା କରିବା ଉଚିତ ଜିନିଷ କେଉଁ ଦିଗରେ ଯାଉଛି । ତାକୁ ଆଲୋଚନା ଚର୍ଚ୍ଚା କରି ମଇଳାକୁ ଘାଣ୍ଟି ଦୁର୍ଗନ୍ଧ ନକରାଯାଉ । ସମସ୍ତେ ଠିକ ଭାବେ ଆଲୋଚନା କରନ୍ତୁ ଏବଂ ବୁଝନ୍ତୁ । ଆପଣ ଇସାରା ଦେଖିଲେ ଜାଣି ନେବା ଦରକାର କ’ଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା