Masthead

ସ୍ୱାଧୀନତା ଦିବସରେ ଚିହ୍ନଟ ହେଲେ ନକଲି ପାରାକମାଣ୍ଡୋ

ପୁରୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହେଉଛି । ପୁରୀ ତାଳବଣିଆରେ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଟିତ ହେଉଛି । ସମାରୋହ ଅନୁଷ୍ଠିତ ହେଉଥିବାବେଳେ ଜଣେ ଯୁବକ ନକଲି ପାରାକମାଣ୍ଡୋ ବେଶରେ ଆସି ଛିଡା ହୋଇଥିଲେ । କିନ୍ତୁ ସେଠାରେ ତାଙ୍କ ବେଶ ବୁଶା ଓ ଚାଳି ଚଳଣ ଦେଖି ସନ୍ଦେହ ସୃଷ୍ଟି ହେବାରୁ ପୋଲିସ ଅଧିକାରୀଙ୍କୁ ଜଣାଯାଇଥିଲା କ୍ଷ ସେଠାରେ ପୋଲିସ ଅଧିକାରୀ ସେଇ ନକଲି ପାରା କମାଣ୍ଡୋକୁ ପଚାର ଉଚ୍ଚାର କରାଯିବା ପରେ ସେ ନିଜେ ସ୍ୱୀକାର କରିଥିଲେ ନକଲି ବୋଲି କ୍ଷ ସେ ଦେଶ ମାତୃତ୍ୱକୁ ଭଲପାଇବା ସହ ପାରା କମାଣ୍ଡୋ ହେବାକୁ ଇଚ୍ଛା ରହିଥିବାରୁ ଏଭଳି ବେଶ ଭୁଷା ହୋଇ ଆସିଥିଲେ ସ୍ୱାଧୀନତା ଦିବସକୁ କ୍ଷ ତାଙ୍କ ନାମ ସୁନୀଲ କୁମାର ବୋଲି ଜଣାପଡିଛି କ୍ଷ ଉପସ୍ଥିତ ଥିବା ଅତିରିକ୍ତ ପୋଲିସ ଅଧିକାରୀ, ସିଟିଡିଏସପି, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ସେଇ ନକଲି ପାରାକମାଣ୍ଡୋକୁ ଅଧିକ ପଚରା ଉଚରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା