ସତ ମାନିଲେ ସିସୋଦିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା । ସତ ମାନିଲେ ମନିଷ ସିସୋଦିଆ । ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଡିଜିଟାଲ ତଥ୍ୟ ନଷ୍ଟ କରିଥିବା ମାନି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ ସିସୋଦିଆ ସିବିଆଇ ସାମ୍ନାରେ ସ୍ବୀକାର କରିଛନ୍ତି କି ସେ ଦୁଇଟି ମୋବାଇଲ ଫୋନ ନଷ୍ଟ କରିଛନ୍ତି। ଏକ ରିପୋର୍ଟରେ ମିଳିଥିବା ସୂଚନା ଆଧାରରେ ପ୍ରକାଶ କରିଛି ଯେ ଜାନୁଆରୀ ୨୦୨୦ରୁ ଅଗଷ୍ଟ ୨୦୨୨ମଧ୍ୟରେ ମନିଷ ସିସୋଦିଆ ତିନୋଟି ମୋବାଇଲ ହ୍ୟାଣ୍ଡସେଟ ବ୍ୟବହାର କରିଥିଲେ।

ଅଗଷ୍ଟ ୧୯, ୨୦୨୨ ରେ ତାଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ ତାଙ୍କର ଗୋଟିଏ ଫୋନ ଜବତ କରିଥିଲା। ସିସୋଦିଆ କହିଛନ୍ତି ଯେ ଜବତ ହୋଇଥିବା ଫୋନ ସିସୋଡିଆ ଜୁଲାଇ ୨୨, ୨୦୨୨ରୁ ବ୍ୟବହାର କରୁଥିଲେ। କିଛି ମଦ ବ୍ୟବସାୟୀଙ୍କ ସପକ୍ଷରେ ନୀତି ଉପସ୍ଥାପନ କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ସିସୋଦିଆଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ଗିରଫ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’