ବଙ୍ଗୋପସାଗରରେ ବିସର୍ଜିତ ହେଲା ମନୋଜ ଦାସଙ୍କ ଅସ୍ଥି

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ପଦ୍ମବିଭୂଷଣ ମନୋଜ ଦାସ । ବିଶ୍ୱରେ ତାଙ୍କୁ କିଏ ବା ନଜାଣେ । ତାଙ୍କର ଦେହାନ୍ତ ଖବର ପ୍ରଚଳିତ ପରେ ସ୍ତବ୍ଧ ହୋଇଯାଇଥିଲେ ମନୋଜ ପ୍ରେମୀ । ପୁଡୁଚେରୀ ଆଶ୍ରମରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଥିଲା । କିନ୍ତୁ ତାଙ୍କର ସମ୍ପର୍କୟ ଭାଇ ସୁବାସ ଦାସ ସେଠାରୁ ମନୋଜ ବାବୁଙ୍କ ଅସ୍ତି ଓ ଚିତାଭସ୍ମ ଆଣି ଘରେ ରଖି ପୂଜା କରିଥିଲେ ।

ମନୋଜ ବାବୁଙ୍କ ଅସ୍ଥି ଓ ଚିତାଭସ୍ମ ରଖାଯାଇଥିବାରୁ ତାଙ୍କର ଆତ୍ମାର ସଦଗତି ହେଉନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଏପରି ଝଡ଼ ଲାଗିରହିଥିବା ବେଳେ ଗତକାଲି ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣର ହେବା ପରେ ଆଜି ସକାଳେ ୭ଟାରେ ଅସ୍ଥି ଓ ଚିତାଭସ୍ମ ବଙ୍ଗୋପସାଗର ତାଳସାରିରେ ବିସର୍ଜନ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’