Masthead

ଜନନୀ ଯନ୍ତ୍ରଣା, ରାସ୍ତାରେ ପ୍ରସବ

ଧାମନଗର (ବଡ଼ ଖବର ବ୍ୟୁରୋ): ରାଜ୍ୟ ଠାରୁ ଆରମ୍ଭ କରି ମହିଳା ଓ ପ୍ରସୂତିମାନଙ୍କ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି ହେଲେ ବାସ୍ତବରେ ତା କେତେଦୂର କାର୍ଯ୍ୟକାରି ହେଉଛି ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ। ଧାମନଗର ଅଞ୍ଚଳର ଜଣେ ମହିଳା ଧାମନଗର ସହର ଜନଗହଳି ପୂର୍ଣ୍ଣ ରାସ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ପିଲା ଜନ୍ମ କଲେ ।

ନିକଟରେ ଥିବା ଏକ ସତ୍ୟସାଇ କମ୍ପ୍ୟୁଟର ସେଣ୍ଟର କର୍ମଚାରୀ ଦେଖି ତୁରନ୍ତ ଦୌଡି ଆସି ମେଡିକାଲରେ ଜଣେଇବା ପରେ ଡିୟୁଟିରେ ଥିବା ନର୍ସ ନଜିବାକୁ ସିଧା ମନା କରିବା ସହ ନିଜେ ଷ୍ଟ୍ରେଚରେ ନେଇ ଆସ ବୋଲି କହିଥିଲେ ।ତେବେ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ କର୍ମଚାରୀ ଜଣକ ବିରକ୍ତି ହେବାରୁ ଜଣେ ସୁଇପର ଓ କମ୍ପ୍ୟୁଟର କର୍ମଚାରୀ ଷ୍ଟ୍ରେଚର ନେଇ ଆସିଥିଲେ ।ମେଡିକାଲରେ ନର୍ସ ଥାଇ ମଧ୍ୟ ନଆସି ଜଣେ ପୁରୁଷ କମ୍ପାଉଣ୍ଡରକୁ ପଠେଇଥିଲେ । ତେବେ କଣ ପାଇଁ ନର୍ସ ଘଟଣାସ୍ଥଳକୁ ଗଲେ ନାହିଁ ଏନେଇ ମେଡିକାଲ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ