Before Header

ଆତଙ୍କୀ ହମଲାରେ ୫ ଯବାନ ସହିଦ

0 118

ଜମ୍ମୁ-କାଶ୍ମୀର() କାଶ୍ମୀର ରଜୌରୀରେ ଆତଙ୍କୀ ହମଲା । ୫ ଯବାନ ସହିଦା ଘଟଣାସ୍ଥଳରେ ୨ ଯବାନଙ୍କ ମୃତ୍ୟୁ ହୋଇଥିବାବେଳ ଚିକିସôାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । କାଣ୍ଡି ଜଙ୍ଗଲରେ ଅପରେସନବେଳେ ହୋଇଥିଲା ହମଲା ।

Leave A Reply

Your email address will not be published.