Masthead

ଅମାନିଆ ମନ୍ତ୍ରୀ ଅରୁଣ ସାହୁ: ମାନୁନାହାନ୍ତି ରାଜ୍ୟ ସରକାରଙ୍କ ନିୟମ

ନୟାଗଡ଼(ବଡ଼ ଖବର ବ୍ୟୁରୋ): କରୋନା ଗାଇଡଲାଇନର ଧଜିଆ ଉଡ଼ାଇଲେ ରାଜ୍ୟ ସରକାରଙ୍କ ଆଉ ଜଣେ ବରିଷ୍ଠ ମନ୍ତ୍ରୀ । କୃଷି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋଭିଡ୍ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଏହି ଫଟୋକୁ ଭଲ କରି ଦେଖନ୍ତୁ ଅରୁଣ ସାହୁ କେଉଁଭଳି କୋଭିଡ୍ ନିୟମର ଉଲ୍ଲଙ୍ଘନ କରୁଛନ୍ତି ।

ନୟାଗଡ଼ ମୁନିସିପାଲଟି ଅଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ପାଇଁ ୧୦ କୋଟି ମଞ୍ଜୁର କରିବା ନେଇ ଦଳର ଶତାଧିକ କର୍ମୀଙ୍କୁ ଏକାଠି କରି ଉତ୍ସବ ମନାଉଥିଲେ । ବ୍ୟାନର ଧରି ଶତାଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହେବା ସହ ଏଠି ଭିନ୍ନ ଦୃଶ୍ୟ ଥିଲା । କିଛି ଜଣ ତ ନାକ ତଳକୁ ମାସ୍କ ଖସାଇ ଖୋଲାଖୋଲି ନିୟମ ଭାଙ୍ଗୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ