Masthead

ଧସୁଛି ମାଟି, ବିପଦରେ ଡୋଡା ଅଧିବାସୀ

ଜମ୍ମୁକାଶ୍ମୀରରେ ବି ଯୋଶୀମଠ ପରିସ୍ଥିତି

ଜମ୍ମୁକାଶ୍ମୀର(ବଡ଼ ଖବର ବ୍ୟୁରୋ) : ଜମ୍ମୁକାଶ୍ମୀରରେ ଯୋଶୀମଠ ପରିସ୍ଥିତି । ଜମ୍ମୁକାଶ୍ମୀର ଡୋଡାରେ ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ଫାଟ । ଏଭଳି ପରିସ୍ଥିତି ଦେଖି ୩୦୦ ପରିବାରକୁ ସ୍ଥାନାନ୍ତର କରାଯାଇଛି । ଡୋଡା ଜିଲ୍ଲାର ଗୋଟିଏ ଗାଁରେ ମାଟି ଦବିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । ମାଟି ଦବିବା ଦ୍ୱାରା ଅନେକଙ୍କ ଘରେ ଫାଟ ସୃଷ୍ଟି ହୋଇଛି ।ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା ଥାତି୍ର ଅଞ୍ଚଳରେ ଦେଖାଦେଇଛି ଏଭଳି ସମସ୍ୟା । ଭୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରଛି ପ୍ରଶାସନ । ଏ ପର୍ଯ୍ୟନ୍ତ ୧୯ଟି ଘର, ଗୋଟିଏ ମସ୍ଜିଦ ଓ ଗୋଟିଏ ମଦ୍ରାସାକୁ ସ୍ଥାନାନ୍ତରିତ କରାାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛି ପ୍ରଶାସନ । ଭୂସ୍ଖଳନ ଓ ଚେନାବ ଭ୍ୟାଲି ପାୱାର ପର୍ଯ୍ୟନ୍ତ ୧୯ଟି ଘର, ଗୋଟିଏ ମସ୍ଜିଦ ଓ ଗୋଟିଏ ମଦ୍ରାସାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ଲୋକଙ୍କୁ ସବୁ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛି ପ୍ରଶାସନ । ଭୂସ୍ଖଳନ ଓ ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ ପାଇଁ ଏଭଳି ସ୍ଥିତି ଉପୁଜିଛି । କିଛି ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବୈଜ୍ଞାନିିକମାନେ ଡୋଡା ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା