Masthead

୩ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିକାଲିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନର ଚାହିଦା ଖୁବ୍ ଅଧିକ । ଆଉ ସବୁଠୁ ବଡ କଥା ହେଲା ଚାହିଦା ସାଙ୍ଗକୁ ଦାମ୍ ମଧ୍ୟ ବହୁତ ଅଧିକା ହୋଇଥିବା ବେଳେ ଆଜିର ଦିନରେ ଲୋକେ କରୋନା ମହାମାରୀ କାରଣରୁ ଅର୍ଥାଭାବରେ ଜୀବନଯାପନ କରୁଛନ୍ତି । ଏଭଳି ସ୍ମାର୍ଟ ଫୋନ ଚୋରୀ ଘଟଣା ନଜରକୁ ଆସିଛି । ଯେଉଁଠି ଦାମୀ ମୋବାଇଲକୁ ବହୁତ କମ୍ ଦାମରେ ବିକ୍ରି କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ବ୍ରାଣ୍ଡ ମୋବାଇଲକୁ ସ୍ୱଳ୍ପ ମୂଲ୍ୟରେ ପାଇବାକୁ କିଏ ନଚାହେଁ । କିନ୍ତୁ ଏହି ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି ପୋଲିସ । ପୋଲିସ କବଳରୁ ବଞ୍ଚିପାରିନାହାନ୍ତି ଲୁଟେରା ଗ୍ୟାଙ୍ଗ ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଧଉଳି ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ୩ ମୋବାଇଲ ଲୁଟେରା । ପୋଲିସର ସୂଚନା ଅନୁସାରେ ଲୁଟେରାଙ୍କ ପାଖରୁ ୧୫ଟି ଦାମୀ ମୋବାଇଲ ଜବତ ହୋଇଛି । ଉକ୍ତ ୩ ଲୁଟେରା ସହିଦ ନଗର ଅଞ୍ଚଳର ବୋଲି ଜଣାପଡିଛି । ଆଜି ଉକ୍ତ ଲୁଟେରାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା