Masthead

NHRC ର ସ୍ଥାପନା ଦିବସରେ ଏପରି କହିଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାତୀୟ ମାନବାଧିକାର ଆୟୋଗ ବା NHRC ର ସ୍ଥାପନା ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିକ କରିଛନ୍ତି । ତେବେ ଦେଶ ଯେତେବେଳେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଛି । ଭାରତ ସମଗ୍ର ବିଶ୍ୱକୁ ଅଧିକାର ଏବଂ ଅହିଂସା ମାର୍ଗର ପରାମର୍ଶ ଦେଇଛି । ଏପରିକି ସମଗ୍ର ବିଶ୍ୱ ଆମର ବାପୁଙ୍କୁ ମାନବିକ ଅଧିକାର ମୂଲ୍ୟ ଭାବରେ ଦେଖିଥାନ୍ତି ।

ଏହା ସହ ମୁଁ ସନ୍ତୁଷ୍ଟ ଯେ ଜାତୀୟ ମାନବ ଅଧିକାର ଆୟୋଗ ଭାରତର ନୈତିକ ସଂକଳ୍ପକୁ ଶକ୍ତି ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କେବଳ ଏତିକି ନୁହେଁ ବରଂ ସ୍ୱାଧୀନତା ପରେ ମଧ୍ୟ ସମାନତା ଏବଂ ମାନବିକ ଅଧିକାର ସହ ଭାରତ କ୍ରମାଗତ ଭାବରେ ଏକ ନୂତନ ଦୃଷ୍ଟିକୋଣ ଦେଇଛି । ଦୁନିଆ ସାମ୍ନାରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ଦୁନିଆ ଦ୍ୱନ୍ଦରେ ପଡ଼ିଛି । କିନ୍ତୁ ଭାରତ ମାନବିକ ଅଧିକାର ପ୍ରତି ପ୍ରତିବଦ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି